ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

‘ଜାତିର ପିତା’ ବଙ୍ଗବନ୍ଧୁ, ଶେଖ ମୁଜିବୁର ରହମାନଙ୍କ ଜନ୍ମ ଶତବାର୍ଷିକୀରେ ଭିଡିଓ ବାର୍ତ୍ତା ଜରିଆରେ ଯୋଗଦେବେ ପ୍ରଧାନମନ୍ତ୍ରୀ

प्रविष्टि तिथि: 16 MAR 2020 9:25PM by PIB Bhubaneshwar

ଆସନ୍ତାକାଲି ବାଂଲାଦେଶରେ ଆୟୋଜିତ ହେଉଥିବା ‘ଜାତିର ପିତା’ ବଙ୍ଗବନ୍ଧୁ, ଶେଖ ମୁଜିବୁର ରହମାନଙ୍କ ଜନ୍ମ ଶତବାର୍ଷିକୀ ସମାରୋହରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଭିଡିଓ ବାର୍ତ୍ତା ମାଧ୍ୟମରେ ଯୋଗଦେବେ ।

କୋଭିଡ-19 କାରଣରୁ, ମାର୍ଚ୍ଚ 17ରେ ବାଂଲାଦେଶରେ ହେବାକୁ ଥିବା ଏହି କାର୍ଯ୍ୟକ୍ରମକୁ ବିନା ଜନସମାବେଶରେ ଆୟୋଜନ କରାଯିବ ।   

 

**********


(रिलीज़ आईडी: 1606652) आगंतुक पटल : 139
इस विज्ञप्ति को इन भाषाओं में पढ़ें: English