ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ରାଜସ୍ଥାନର ଯୋଧପୁର ସଡକ ଦୁର୍ଘଟଣାରେ ମୃତକଙ୍କ ଲାଗି ପ୍ରଧାନମନ୍ତ୍ରୀଙ୍କ ଶୋକ

ପୋଷ୍ଟ କରାଯିବା ଦିନାଙ୍କ: 14 MAR 2020 7:51PM by PIB Bhubaneswar

ଯୋଧପୁର ସଡକ ଦୁର୍ଘଟଣା ଜନିତ ମୃତାହତ ଲାଗି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଶୋକ ବ୍ୟକ୍ତ କରିଛନ୍ତି । ଏକ ଟ୍ଵିଟ ମାଧ୍ୟମରେ ସେ କହିଛନ୍ତି ଯେ, “ରାଜସ୍ଥାନର ଯୋଧପୁର ସଡକ ଦୁର୍ଘଟଣା ଖବର ମୋତେ ମର୍ମାହତ କରିଛି । ଏହି ଦୁର୍ଘଟଣାରେ ମୃତକଙ୍କ ପରିବାର ବର୍ଗଙ୍କୁ ସମବେଦନା ଜଣାଇବା ସହିତ ଆହତଙ୍କ ଆଶୁ ଆରୋଗ୍ୟ କାମନା କରୁଛି ।”

 

**********


(ରିଲିଜ ଆଡି: 1606641) ପରିଦର୍ଶକ କାଉଣ୍ଟର : 116
ଏହି ରିଲିଜ ପଢନ୍ତୁ : English