ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ସଫଳ ମହିଳାଙ୍କୁ ନିଜ ଟ୍ଵିଟର ଆକାଉଣ୍ଟ ଉତ୍ସର୍ଗ କଲେ ପ୍ରଧାନମନ୍ତ୍ରୀ

प्रविष्टि तिथि: 08 MAR 2020 7:41PM by PIB Bhubaneswar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ, “ଆନ୍ତର୍ଜାତିକ ମହିଳା ଦିବସ ଅବସରରେ ବିଭିନ୍ନ କ୍ଷେତ୍ରରେ ସଫଳତା ହାସଲ କରିଥିବା ମହିଳାମାନେ ସେମାନଙ୍କ ଜୀବନର ସଫଳତାର କାହାଣୀ ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟ ମାଧ୍ୟମରେ କହିବେ ଭାରତର ବିଭିନ୍ନ ସ୍ଥାନର ମହିଳାମାନେ ସେମାନଙ୍କ ପ୍ରେରଣାଦାୟୀ ଏବଂ ଉଲ୍ଲେଖନୀୟ ସଫଳତା ଦେଶବାସୀଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଟ୍ଵିଟର ଆକାଉଣ୍ଟ ମାଧ୍ୟମରେ ବାଣ୍ଟିବେ”

 

**********


(रिलीज़ आईडी: 1605846) आगंतुक पटल : 166
इस विज्ञप्ति को इन भाषाओं में पढ़ें: English