ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ଆନ୍ତର୍ଜାତିକ ମହିଳା ଦିବସରେ ନାରୀ ଶକ୍ତିକୁ ଅଭିନନ୍ଦନ ଜଣାଇଲେ ପ୍ରଧାନମନ୍ତ୍ରୀ

Posted On: 08 MAR 2020 6:31PM by PIB Bhubaneshwar

ଆନ୍ତର୍ଜାତିକ ମହିଳା ଦିବସରେ “ନାରୀ ଶକ୍ତି”ର ଉତ୍ସାହକୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଅଭିନନ୍ଦନ ଜଣାଇଛନ୍ତି

“ଆନ୍ତର୍ଜାତିକ ମହିଳା ଦିବସର ଶୁଭେଚ୍ଛା! ଆମେ ଆମ ନାରୀ ଶକ୍ତିର ଉତ୍ସାହ ଓ ସଫଳତାକୁ ଅଭିନନ୍ଦନ ଜଣାଉଛୁ ମୁଁ ଅଳ୍ପ ଦିନ ତଳେ କହିଥିଲି, ମୋର ସୋସିଆଲ ମିଡିଆକୁ ଉତ୍ସର୍ଗ କରିବାକୁ । ଆଜି ପୁରା ଦିନ 7 ଜଣ ମହିଳା ସେମାନଙ୍କ ଜୀବନର କାହାଣୀ ବିଷୟରେ କହିବେ ଏବଂ ସମ୍ଭବତଃ ସେମାନେ ମୋର ସୋସିଆଲ ମିଡିଆ ଆକାଉଣ୍ଟ ମାଧ୍ୟମରେ ଆପଣଙ୍କ ସହିତ ମତ ବିନିମୟ କରିବେ,” ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି

 

**********



(Release ID: 1605835) Visitor Counter : 87


Read this release in: English