ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ମେଘାଳୟ ରାଜ୍ୟ ଗଠନ ଦିବସ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା

प्रविष्टि तिथि: 21 JAN 2020 4:40PM by PIB Bhubaneswar

ଆଜି ମେଘାଳୟର ଲୋକମାନଙ୍କୁ ରାଜ୍ୟ ଗଠନ ଦିବସ ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଶୁଭେଚ୍ଛା ଜଣାଇଛନ୍ତି ।

ମେଘାଳୟର ଲୋକମାନେ ଦୟାଳୁ ଏବଂ କରୁଣାବାନ । ଖେଳ, ସଂଗୀତଠାରୁ ପ୍ରକୃତିର ସଂରକ୍ଷଣ ପର୍ଯ୍ୟନ୍ତ, ମେଘାଳୟବାସୀଙ୍କଠାରୁ ବହୁତ କିଛି ଶିଖିବାର ଅଛି । ଆଗାମୀ ବର୍ଷମାନଙ୍କରେ ମେଘାଳୟର ବିକାଶ ପାଇଁ ପ୍ରାର୍ଥନା କରୁଛି ବୋଲି ଏକ ଟ୍ୱିଟ ଜରିଆରେ ପ୍ରଧାନମନ୍ତ୍ରୀ କହିଛନ୍ତି ।

 

**************


(रिलीज़ आईडी: 1599999) आगंतुक पटल : 58