ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ନବବର୍ଷ ଅବସରରେ ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ଅଭିନନ୍ଦନ
ପୋଷ୍ଟ କରାଯିବା ଦିନାଙ୍କ:
01 JAN 2019 6:53PM by PIB Bhubaneswar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଦେଶବାସୀଙ୍କୁ ନବବର୍ଷର ଅଭିନନ୍ଦନ ଜଣାଇଛନ୍ତି ।
“ସମସ୍ତଙ୍କ ପାଇଁ ଏକ ଆନନ୍ଦ ଓ ଉଲ୍ଲାସଭାର 2019 କାମନା କରୁଛି ! ସମସ୍ତେ ସୁଖୀ ଓ ସ୍ଵାସ୍ଥ୍ୟବାନ ରହନ୍ତୁ । ମୁଁ ପ୍ରାର୍ଥନା କରୁଛି କି ଆପଣମାନଙ୍କର ସମସ୍ତ ଇଚ୍ଛା 2019ରେ ପୂରଣ ହେଉ,” ବୋଲି ପ୍ରଧାନମନ୍ତ୍ରୀ ତାଙ୍କ ନବବର୍ଷର ବାର୍ତ୍ତାରେ କହିଛନ୍ତି ।
**********
(ରିଲିଜ ଆଡି: 1558705)
ପରିଦର୍ଶକ କାଉଣ୍ଟର : 18