ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ରାଜ୍ୟ ସ୍ଥାପନା ଦିବସରେ ତ୍ରିପୁରା ଜନସାଧାରଣଙ୍କୁ ପ୍ରଧାନମନ୍ତ୍ରୀଙ୍କ ଅଭିନନ୍ଦନ
ପୋଷ୍ଟ କରାଯିବା ଦିନାଙ୍କ:
21 JAN 2018 6:30PM by PIB Bhubaneswar
ରାଜ୍ୟ ସ୍ଥାପନା ଦିବସ ଅବସରରେ ତ୍ରିପୁରାର ଜନ ସାଧାରଣଙ୍କୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଅଭିନନ୍ଦନ ଜଣାଇଛନ୍ତି ।
“ତ୍ରିପୁରା ଗୌରବମୟ ଐତିହ୍ୟ ଏବଂ ପରିଶ୍ରମୀ ଯୁବବର୍ଗଙ୍କ ଦ୍ୱାରା ସମୃଦ୍ଧ ଏବଂ ସେମାନଙ୍କର ଅଭିଳାଷ ପୁରଣ କରିବା ପାଇଁ ଆମେ ସଂକଳ୍ପବଦ୍ଧ,” ବୋଲି ପ୍ରଧାନମନ୍ତ୍ରୀ ପ୍ରକାଶ କରିଛନ୍ତି ।
**********
(ରିଲିଜ ଆଡି: 1517432)
ପରିଦର୍ଶକ କାଉଣ୍ଟର : 21